Tuesday, October 4, 2022
Homeଓଡ଼ିଶା ଖବରଏନ ଏଚ୍ ୫୩ନଂ ଜାତୀୟ ରାଜପଥରେ ମର୍ମାଦୁନ୍ତ ସଡକ ଦୁର୍ଘଟଣା

ଏନ ଏଚ୍ ୫୩ନଂ ଜାତୀୟ ରାଜପଥରେ ମର୍ମାଦୁନ୍ତ ସଡକ ଦୁର୍ଘଟଣା

ଏନ ଏଚ୍ ୫୩ନଂ ଜାତୀୟ ରାଜପଥ ଗୋପଛକ ମଧ୍ୟରେ ଆଲଫାବେଷ୍ଟ କଲେଜ ନିକଟରେ ଏକ ୧୨ ଚକିଆ ଟ୍ରକ ପାରାଦୀପ ରୁ ଫେରୁଥିବା ସମୟରେ ଆଗଚକର ଟାୟାର ଫାଟିଯିବା କାରଣରୁ ଭାରସାମ୍ୟ ହରାଇ ଅପରପଟୁ ଆସୁଥିବା ଏକ ଚାଉଳ ବୋଝେଇ ପିକଅପ ଭ୍ୟାନ କୁ ଧକ୍କା ଦେବାରୁ ପିକଅପଭ୍ୟାନ ର ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି।

ଏବଂ ଟ୍ରକ ର ଡ୍ରାଇଭର ଗୁରୁତ୍ୱର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭତ୍ତିହୋଇଛନ୍ତି।ଘଟଣା ସ୍ଥଳରେ ସଦରଥାନା ପୋଲିସ ଏବଂ ଅଗ୍ନିଶମ ବିଭାଗ ପହଞ୍ଚି ଗାଡି ରୁ ଡ୍ରାଇଭର ଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଜାରି ରଖିଥିବା ସୂଚନା ମିଳିଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.

- Advertisment -spot_img

ଲୋକପ୍ରିୟ ଖବର