ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ଆଗାମୀ ୨୪ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ

ଆଗାମୀ ୨୪ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ

ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଲଘୁଚାପ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହେବ । ଭାରତ ମହାସାଗର-ଦକ୍ଷିଁ ପଶ୍ଚିମ ବଙ୍ଗୋପସାଗରରେ ଏହି ଲଘୁଚାପ ସୃଷ୍ଟି ହେବ । ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି ।

ସେପଟେ ବାତ୍ୟା ଆକଳନ କରାଯାଇନାହିଁ । ବର୍ତ୍ତମାନ ସୁଦ୍ଧା ବାତ୍ୟା ଆକଳନ ହୋଇନଥିବା ଆଇଏମଡି ଡିଜି କହିଛନ୍ତି । ତେବେ ବଙ୍ଗୋପସାଗରରେ ୨୪ ଘଣ୍ଟାରେ ଲଘୁଚାପ ସୃଷ୍ଟି ହେବା ନେଇ ଆଇଏମଡି ଡିଜି କହିଛନ୍ତି ।

ସେପଟେ ରାଜ୍ୟରେ ଏବେ ଗରମ ବଢିବ । ଆଭ୍ୟନ୍ତରୀଣ ଓଡିଶାର ଅନେକ ସ୍ଥାନରେ ଆସନ୍ତା ୨ରୁ ୩ ଦିନ ଭିତରେ ପାରଦ ୪୦ ଡିଗ୍ରୀ ଛୁଇଁବ । ବଲାଙ୍ଗିର, ସୋନପୁର, ମାଲକାନଗିରି, ବୌଦ୍ଧ, ଅନୁଗୁଳ, ଝାରସୁଗୁଡାରେ ଗ୍ରୀଷ୍ମ ପ୍ରବାହ ଅନୂଭୂତ ହେବ । ଆସନ୍ତା ୧୦ ଦିନ ପର‌୍ୟ୍ୟନ୍ତ ଆଭ୍ୟନ୍ତରୀଣରେ ଗରମ ଜାରି ରହିବ ।

Related posts

ଟ୍ରକ ଧକା ରେ ଯୁବକଙ୍କ ମୃତ୍ୟୁ

Odisha Halchal

କଣ ରହିଛି ଆଗତ ୨୦୨୩-୨୪ ବଜେଟ

Odisha Halchal

ଆସନ୍ତା ୭ ରୁ ୧୨ ତାରିଖ ମଧ୍ୟରେ ରାଜ୍ୟରେ ବୃଦ୍ଧି ପାଇବ ଖରାର ପ୍ରକୋପ,ଘରୁ ନବାହାରିବାକୁ ପରାମର୍ଶ

Odisha Halchal

Leave a Comment