ଓଡ଼ିଶା ଖବରନ୍ୟୁଜ୍

ଅଫିସ୍ ରେ ଛୁଟି ନମିଳିବାରୁ ଆତ୍ମହତ୍ୟା କଲେ ଅଗ୍ନିଶମ ବାହିନୀ କର୍ମଚାରୀ

ଅଫିସ୍ ରେ ଛୁଟି ନମିଳିବାରୁ ଆତ୍ମହତ୍ୟା କଲେ ଅଗ୍ନିଶମ ବାହିନୀ କର୍ମଚାରୀ

ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ଗାଙ୍ଗପୁର ଥାନା ବୁଢାକେନ୍ଦୁ ଜଙ୍ଗଲରୁ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ତାଙ୍କ ନାଁ ଦୟାନିଧି ମହନ୍ତ ହୋଇଥିବା ବେଳେ ସେ କେନ୍ଦୁଝରରେ ରୁହନ୍ତି କିନ୍ତୁ ଆସ୍କା ଅଗ୍ନିଶମ କେନ୍ଦ୍ରରେ ଚାକିରୀ କରୁଥିଲେ

ତେବେ ନିକଟରେ ପଡ଼ିଥିବା ବ୍ୟାଗ୍‌ରୁ ଛୁଟି ନମିଳିବାରୁ ସାଇସାଇଡ଼୍ କରାଯାଇଥିବା ଏକ ନୋଟ୍‌ରେ ଲେଖାଯାଇଛି । ଉପରିସ୍ଥ ଅଧିକାରୀଙ୍କୁ ବାରମ୍ବାର ଛୁଟି ପାଇଁ ଅନୁରୋଧ କରିବା ସତ୍ତ୍ୱେ ଛୁଟି ନମିଳିବାରୁ ଆତ୍ମହତ୍ୟା କରାଯାଇଥିବା ଲେଖାଯାଇଛି ।

ତେବେ ମୃତ କର୍ମଚାରୀ ଜଣଙ୍କ ଆସିକା ଦମକଳ କେନ୍ଦ୍ରରେ କାର୍ଯ୍ୟରତ ଥିଲେ । ତେବେ ଅଫିସ୍ ଗାଡ଼ି ରାସ୍ତାରୁ ଠାବ ହୋଇଛି । ଏହା ସହିତ ବ୍ୟାଗ୍ ଓ ଫୋନ୍ ମଧ୍ୟ ଜବତ କରାଯାଇଛି । ପରେ ଘଟଣା ସ୍ଥଳରେ ଗାଙ୍ଗପୁର ପୋଲିସ୍ ପହଂଚି ଛାନବିନ୍ କରୁଛି ।

Related posts

ପେଟ୍ରୋଲ ପମ୍ପରେ ତେଲପକାକୁ ନେଇ ଗୁଳିମାଡ଼

Odisha Halchal

ମୋବାଇଲ୍‌ ପାଇଁ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ମାରିଦେଲେ ତାଙ୍କ ଦୁଇ ସାଙ୍ଗ

Odisha Halchal

ବ୍ଲକ ଘେରାଉ ଓ କାର୍ଯ୍ୟାାଳୟ ଭଙ୍ଗା ରୁଜା

Odisha Halchal

Leave a Comment