ଅପରାଧଓଡ଼ିଶା ଖବରନ୍ୟୁଜ୍

ଅନ୍ଧାର ରେ ଚାଲିଛି ମନରେଗା ଯୋଜନା

ଅନ୍ଧାର ରେ ଚାଲିଛି ମନରେଗା ଯୋଜନା

ରାତି ୧୧ ଟା ପରେ ରାସ୍ତାରେ ପଡୁଛି ମାଟି । ନା ଅଛି ଫଳକ ନା ଅଛି ଆର୍ଥିକ ରାଶି ।GRS ଏବଂ JEE କୁମ୍ଭ ନିଦ୍ରାରେ ।

ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବନ୍ତ ବ୍ଲକ ତୋଡଙ୍ଗା ପଞ୍ଚାୟତ ରେ ରାତି ଅଧିଆ ଲୋକଙ୍କ ଆଖିରେ ଆଙ୍ଗୁଳି ଗେଞ୍ଜୀ ଚାଲିଛି ମନରେଗା ଯୋଜନା ।ଓଡ଼ିଶା ହାଲଚାଲ ର ଦେଖନ୍ତୁ ଏହି ସ୍ୱତନ୍ତ୍ର ରିପୋର୍ଟ୍ ।

ଦେଖନ୍ତୁ କିପରି ରାତିରେ ପଡୁଛି ମାଟି ।ସେ ପୁଣି ବିନା ଫଳକର ବିନା ଶ୍ରମିକର ତେବେ ମେସିନ ଏବଂ ଟ୍ରାକ୍ଟର ରେ ମାଟି ପକାଇ ଲୋକଙ୍କୁ ଭୁଆଁ ବୁଲାଇବା ଛଡା ଆଉ କିଛି ନୁହେ ।

Related posts

ଗଛରେ ପିଟିହେଲା କୋଇଲା ବୋଝେଇ ଟ୍ରକ୍, ସିଟ୍‌ରେ ଚାପି ହୋଇ ଡ୍ରାଇଭରଙ୍କ ମୃତ୍ୟୁ

Odisha Halchal

ଡିଗ୍ରୀ କଲେଜ ପ୍ରାଙ୍ଗଣରେ ମହା ସମାରୋହରେ ଉତ୍କଳ ଦିବସ ପାଳନ

Odisha Halchal

ପଥର ତଳୁ ମାଓ ବିସ୍ପୋରକ ଉଦ୍ଧାର କଲେ ସୁରକ୍ଷା ବାହିନୀ

Odisha Halchal

Leave a Comment